କୋଭିଡ୍-୧୯ ସଂପର୍କିତ ଉଚ୍ଚକ୍ଷମତାସଂପନ୍ନ ମନ୍ତ୍ରୀଗୋଷ୍ଠୀ ବୈଠକ ଅନୁଷ୍ଠିତ

କୋଭିଡ୍-୧୯ ସଂପର୍କିତ ଉଚ୍ଚକ୍ଷମତାସଂପନ୍ନ ମନ୍ତ୍ରୀଗୋଷ୍ଠୀ ବୈଠକ ଅନୁଷ୍ଠିତ

#କୋଭିଡ୍-୧୯_ସଂପର୍କିତ_ଉଚ୍ଚକ୍ଷମତାସଂପନ୍ନ_ମନ୍ତ୍ରୀଗୋଷ୍ଠୀ_ବୈଠକ         ଭୁବନେଶ୍ୱର  : କୋଭିଡ୍-୧୯ ସଂପର୍କିତ ଉଚ୍ଚକ୍ଷମତାସଂପନ୍ନ ମନ୍ତ୍ରୀ ଗୋଷ୍ଠୀ ବୈଠକ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଅର୍ଥ ଓ ଅବକାରୀ ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।ଏହି ଭିଡ଼ିଓ କନ୍ଫରେନ୍ସିଂ ଅବସରରେ ଉପସ୍ଥିତ ରହି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ କହିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟରେ କୋଭିଡ୍-୧୯ ପରୀକ୍ଷଣ କ୍ଷମତା ଦୈନିକ ୧୫,୦୦୦କୁ ବୃଦ୍ଧି କରିବା ଲକ୍ଷ୍ୟରେ ବଲାଙ୍ଗୀର, କୋରାପୁଟ ଏବଂ ବାରିପଦା ମେଡିକାଲ୍ […]

Continue Reading