୮ରୁ ୧୦ ଦିନ ଗୁରୁତ୍ୱପୂର୍ଣ୍ଣ , କେବଳ ବାହାରେ ନୁହେଁ ଘରେ ମଧ୍ୟ ସାମାଜିକ ଦୂରତା ପାଳନ କରନ୍ତୁ

୮ରୁ ୧୦ ଦିନ ଗୁରୁତ୍ୱପୂର୍ଣ୍ଣ , କେବଳ ବାହାରେ ନୁହେଁ ଘରେ ମଧ୍ୟ ସାମାଜିକ ଦୂରତା ପାଳନ କରନ୍ତୁ

 #କେବଳ_ବାହାରେ_ନୁହେଁ_ଘରେ_ମଧ୍ୟ_ସାମାଜିକ_ଦୂରତା_ପାଳନ_କରନ୍ତୁ            ଭୁବନେଶ୍ୱର  :   କରୋନା ସଂକ୍ରମଣ କ୍ଷେତ୍ରରେ ଅନ୍ୟ ରାଜ୍ୟ ଏବଂ ଦେଶ ଅପେକ୍ଷା ଓଡିଶା ସୁବିଧାଜନକ ସ୍ଥିତିରେ ରହିଛି । ତେବେ ଏହାକୁ ହେୟ ଜ୍ଞାନ କରି ବାହାରକୁ ଯାଆନ୍ତୁ ନାହିଁ । ସାମାଜିକ ଦୂରତା ପାଳନ କରନ୍ତୁ । ଆଗାମୀ ୮ରୁ ୧୦ ଦିନ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ । କେବଳ ବାହାରେ ନୁହେଁ, ଘରେ ବି ସାମାଜିକ ଦୂରତ୍ୱ ରଖିବା, ବୟସ୍କ ଓ ଛୋଟ ପିଲାଙ୍କଠୁ ନିଜକୁ ଦୂରେଇ ରଖନ୍ତୁ ବୋଲି […]

Continue Reading