କେନ୍ଦ୍ର ସରକାରଙ୍କ ଠାରୁ ଆସିଥିବା ଟଙ୍କା ଯାଞ୍ଚ ପାଇଁ କଟକଣା ବିଫଳ

କେନ୍ଦ୍ର ସରକାରଙ୍କ ଠାରୁ ଆସିଥିବା ଟଙ୍କା ଯାଞ୍ଚ ପାଇଁ କଟକଣା ବିଫଳ

#କେନ୍ଦ୍ର_ସରକାରଙ୍କ_ଠାରୁ_ଆସିଥିବା_ଟଙ୍କା_ଯାଞ୍ଚ_ପାଇଁ_କଟକଣା_ବିଫଳ         କେନ୍ଦ୍ରାପଡା : କେନ୍ଦ୍ର ସରକାର ଙ୍କ ଦ୍ୱାରା ଜିରୋ ବାଲାନ୍ସ ରେ ଖୋଲା ଯାଇଥିବା ଜନ ଧନ ଆକାଉଣ୍ଟକୁ ୫୦୦ ଟଙ୍କା କରି ସହାୟତା ରାଶି ଓ ଉଜ୍ଜ୍ୱଳା ଗ୍ୟାସ ପାଇଁ ୭୮୪ ଟଙ୍କା ପଠାଇବେ ବୋଲି ସୂଚନା ଦେଇଥିଲେ । ଏହା ଆକାଉଣ୍ଟକୁ ଅସିଛି କି ନାହିଁ ବୋଲି ଜାଣିବା ପାଇଁ ଖାତା ଧାରୀ ମାନେ ବ୍ୟାଙ୍କ ଓ ଜନ ସେବା କେନ୍ଦ୍ର ମାନଙ୍କରେ ପ୍ରବଳ ଭିଡ କରୁଥିବା ଦେଖାଦେଇଛି । ସାମାଜିକ ଦୂରତା […]

Continue Reading