କେନ୍ଦ୍ରାପଡା ଜେଲରୁ ୧୦ ଜଣ କଏଦୀଙ୍କୁ ଅନ୍ତରୀଣ ଜାମିନ

କେନ୍ଦ୍ରାପଡା ଜେଲରୁ ୧୦ ଜଣ କଏଦୀଙ୍କୁ ଅନ୍ତରୀଣ ଜାମିନ

#କେନ୍ଦ୍ରାପଡା_ଜେଲରୁ_୧୦_ଜଣ_କଏଦୀଙ୍କୁ_ଅନ୍ତରୀଣ_ଜାମିନ         କେନ୍ଦ୍ରାପଡା  :     ବିଭିନ୍ନ ଅପରାଧରେ ୭ ବର୍ଷରୁ କମ କାରାଦଣ୍ଡ ଭୋଗୁଥିବା ୧୦ ଜଣ କଏଦୀଙ୍କୁ ଅନ୍ତରୀଣ ଜାମିନରେ ଛଡା ଯିବା ପାଇଁ ନିଷ୍ପତି ନିଆଯାଇଛି । ମାନ୍ୟବର ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାଇ କେନ୍ଦ୍ରାପଡାର ଜେଲ କମିଟି ପକ୍ଷରୁ ଏକ ସମୀକ୍ଷା ବୈଠକ ମାନ୍ୟବର ଜିଲ୍ଲା ଜଜ ବାସୁଦେବ ପଣ୍ଡା ଙ୍କ ଅଧ୍ୟକ୍ଷତାରେ ଏହି ବୈଠକରେ ଜିଲ୍ଲାପାଳ ସମର୍ଥ ବର୍ମା ଆରକ୍ଷୀ\ ଅଧିକ୍ଷକ ନିତୀ ଶେଖର , ଜିଲ୍ଲା ଆଇନସେବା ପ୍ରାଧିକରଣ ସଚୀବ […]

Continue Reading