କୁଆ ପଥର ମାଡ଼ରେ ରାୟଗଡ଼ା ବେହାଲ୍

କୁଆ ପଥର ମାଡ଼ରେ ରାୟଗଡ଼ା ବେହାଲ୍

#କୁଆ_ପଥର_ମାଡ଼ରେ_ରାୟଗଡ଼ା_ବେହାଲ୍        ରାୟଗଡ଼ା :   ( ଗୁରୁ ପ୍ରସାଦ ସାହୁ)   ରାୟଗଡ଼ା  ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବର୍ଷା ସାଙ୍ଗକୁ କୁଆ ପଥର ମାଡ଼ ଯୋଗୁ ବ୍ୟାପକ କ୍ଷୟକ୍ଷତି ହୋଇଛି। ଚନ୍ଦ୍ରପୁରରେ ବହୁ ଘରର ଚାଳ ଛପର ଉଡ଼ି ଯାଇଥିବା ବେଳେ ରାୟଗଡ଼ାରେ ଗଛ ପଡ଼ି ବିଦ୍ୟୁତ୍ ଯୋଗାଣ ବାଧାପ୍ରାପ୍ତ ହୋଇଛି। କୁଆପଥର ମାଡ଼ରେ ଇଟାଭାଟିରେ କାମ କରୁଥିବା ୬୦ରୁ ଉର୍ଧ୍ବ ଶ୍ରମିକମାନେ ଗୁରୁତର ଆହତ ହେବା ପରେ ଚିକିତ୍ସା ପାଇଁ ମେଡ଼ିକାଲରେ ଭର୍ତି କରାଯାଇଛି। ମଧ୍ୟାହଣ୍ ୧୨ଟାରୁ […]

Continue Reading