କରୋନା ସ୍ଥିତି ପରଖିଲେ ବିଧାୟକ

କରୋନା ସ୍ଥିତି ପରଖିଲେ ବିଧାୟକ

#କରୋନା_ସ୍ଥିତି_ପରଖିଲେ_ବିଧାୟକ          ବ୍ରହ୍ମପୁର    :  କରୋନା କୁ ନେଇ ଚାରି ଆଡ଼େ ଲକଡାଉନ ଥିବା ବେଳେ ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୌଉଞ୍ଜୁ ଗ୍ରାମ ପଂଚାୟତ ରେ ପ୍ରଶାସନିକ ଅଧିକାରୀ ଙ୍କୁ ନେଇ କରୋନା ସ୍ଥିତି ପରଖି ଛନ୍ତି ଗୋପାଳପୁର ବିଧାୟକ ଡା. ପ୍ରଦୀପ ପାଣିଗ୍ରାହୀ।ଏନେଇ ସ୍ଥାନୀୟ ପଂଚାୟତ ସଭାଗୃହ ରେ ସରପଞ୍ଚ ଙ୍କୁ ପଂଚାୟତ ର କରୋନା  ସ୍ଥିତି ବିଷୟ  ରେ ପଚାରିବା ସହ କେତେଜଣ ବାହାରୁ ଆସିଛନ୍ତି ସେମାନଙ୍କୁ କ୍ବାରେଣ୍ଟାଇନ ରେ ରଖାଯାଇଛି ନା ନାହିଁ […]

Continue Reading