କରୋନା ସହାୟତା ପାଇଁ ବିରଜା ମନ୍ଦିର ଟ୍ରଷ୍ଟ ପକ୍ଷରୁ 5 ଲକ୍ଷ ଟଙ୍କା ପ୍ରଦାନ

କରୋନା ସହାୟତା ପାଇଁ ବିରଜା ମନ୍ଦିର ଟ୍ରଷ୍ଟ ପକ୍ଷରୁ 5 ଲକ୍ଷ ଟଙ୍କା ପ୍ରଦାନ

#କରୋନା_ସହାୟତା_ପାଇଁ_ବିରଜା_ମନ୍ଦିର_ଟ୍ରଷ୍ଟ_ପକ୍ଷରୁ_୫_ଲକ୍ଷ_ପ୍ରଦାନ          ଯାଜପୁର  : ( ବିଶ୍ବଜିତ ରଣା ) ମା’ ବିରଜା ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ କରୋନା ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫ଲକ୍ଷ ଟଙ୍କା ର ସହାୟତା ପ୍ରଦାନ କରାଯାଇଛି।ଜିଲ୍ଲାପାଳ ଙ୍କ ଆବାସିକ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳ ରଞ୍ଜନ କୁମାର ଦାସ ଙ୍କୁ ଏହି ୫ ଲକ୍ଷ ଟଙ୍କା ର ଚେକ୍ ମନ୍ଦିରର ମ୍ୟାନେଜିଂ ଟ୍ରଷ୍ଟି ତଥା ଉପ ଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ ପ୍ରଦାନ କରିଛନ୍ତି।ଏହି ଅର୍ଥ କୁ ମୁଖ୍ୟମନ୍ତ୍ରୀ ରିଲିଫ […]

Continue Reading