କରୋନା ଯୋଗୁଁ ଜୀବିକା ପ୍ରଭାବିତଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

 ୬୫ ହଜାର ଉଠା ଦୋକାନୀଙ୍କୁ ମିଳିବ ୩ ହଜାର ଟଙ୍କା ୧୦ ଲକ୍ଷ ଗରିବ ଓ ନିରାଶ୍ରୟଙ୍କୁ ଦିଆଯିବ ରନ୍ଧାଖାଦ୍ୟ #କରୋନା_ଯୋଗୁଁ_ଜୀବିକା_ପ୍ରଭାବିତଙ୍କ_ପାଇଁ_ମୁଖ୍ୟମନ୍ତ୍ରୀଙ୍କ_ଘୋଷଣା       ଭୁବନେଶ୍ୱର   :  କରୋନା ମୁକାବିଲା ପାଇଁ ଲକ୍ ଡାଉନ୍ ଘୋଷଣା ଫଳରେ ଗରିବ ଏବଂ ଶ୍ରମିକ ଶ୍ରେଶୀ ଲୋକଙ୍କର ଜୀବନ ଜୀବିକା ପ୍ରଭାବିତ ହୋଇଛି । ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ୧୧୪ଟି ପୌରାଞ୍ଚଳରେ ଥିବା ଉଠା ଦୋକାନୀ (ଷ୍ଟ୍ରିଟ୍ ଭେଣ୍ଡର) ମାନଙ୍କ ପାଇଁ ୩ହଜାର ଟଙ୍କା ଲେଖାଏଁ […]

Continue Reading