କରୋନା ଯୁଦ୍ଧରେ ମହିଳା ଯୋଦ୍ଧା ; କୁହନ୍ତି ଆମେ ହେବୁରେ ଚାମ୍ପିଅନ

କରୋନା ଯୁଦ୍ଧରେ ମହିଳା ଯୋଦ୍ଧା ; କୁହନ୍ତି ଆମେ ହେବୁରେ ଚାମ୍ପିଅନ

#କରୋନା_ଯୁଦ୍ଧରେ_ମହିଳା_ଯୋଦ୍ଧା             ଯାଜପୁର : ( ବିଶ୍ବଜିତ ରଣା )      କରୋନା ଭଳି ଏକ ଅଦୃଶ୍ୟ ଅଥଚ ଶକ୍ତିଶାଳୀ ଶତ୍ରୃ ବିରୋଧରେ ସମଗ୍ର ବିଶ୍ୱ ଯୁଦ୍ଧ ଡାକରା ଦେଇଛି । ଯିଏ ଯେମିତି ପ୍ରକାରେ ଏହି ଯୁଦ୍ଧରେ ସାମିଲ ହୋଇ ପାରୁପର୍ଯ୍ୟନ୍ତ ଲାଗିପଡି଼ଛନ୍ତି ସଫଳତା ପାଇଁ । ସେଥିରୁ ବାଦ ପଡି଼ନାହାଁନ୍ତି ଜିଲ୍ଲାର ମହିଳାଅଧିକାରୀ,କର୍ମଚାରୀମାନେ । ପୁରାଣ କହେ ମହିଷାସୁରକୁ ବଧ କରିବା ପାଇଁ ମା’ ଦୁର୍ଗାଙ୍କର ଶରଣ ନେଇଥିଲେ ଦେବତାମାନେ । ସେମିତି ଏହି […]

Continue Reading