ପ୍ରଧାନମନ୍ତ୍ରୀଙ୍କ ଅପିଲକୁ ସହଯୋଗ କରିବାକୁ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ

କରୋନା ମୁକାବିଲା ନେଇ ପ୍ରଧାନମନ୍ତ୍ରୀ – ମୁଖ୍ୟମନ୍ତ୍ରୀ ଆଲୋଚନା , ମନରେଗା ଶ୍ରମିକଙ୍କୁ  ୫୦ଦିନର ମଜୁରୀ ପ୍ରଦାନ କରିବାକୁ  ଦାବି

#କରୋନା_ମୁକାବିଲା_ନେଇ_ପ୍ରଧାନମନ୍ତ୍ରୀ_ମୁଖ୍ୟମନ୍ତ୍ରୀ_ଆଲୋଚନା      ଭୁବନେଶ୍ୱର   : କରୋନା ସଂକ୍ରମଣକୁ ରୋକିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର କେତେକ ଦାବି ଉପସ୍ଥାପନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟର ବରିଷ୍ଠ ଅଧିକାରୀଙ୍କ ଟିମ୍ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଉଚ୍ଚସ୍ତରୀୟ ଟିମ୍ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ କରୋନା ପରିସ୍ଥିତି ଉପରେ ଆଲୋଚନା କରିବାବେଳେ କେନ୍ଦ୍ର ସରକାରଙ୍କ ଦ୍ୱାରା ନିଆଯାଇଥିବା କେତେକ ପଦକ୍ଷେପକୁ ମଧ୍ୟ ପ୍ରଶଂସା କରିଛନ୍ତି । ଏହାସହିତ ମୁଖ୍ୟମନ୍ତ୍ରୀ କେତେକ ଦାବି ଉପସ୍ଥାପନ କରିଛନ୍ତି […]

Continue Reading