କରୋନା ମାଡରେ ନୀରବି ଯାଇଛି ଅରଟ

କରୋନା ମାଡରେ ନୀରବି ଯାଇଛି ଅରଟ

#କରୋନା_ମାଡରେ_ନୀରବି_ଯାଇଛି_ଅରଟ         ପିପିଲି  : ( ବିଜୟ କୁମାର ମହାପାତ୍ର )  ଓଡିଶାର ପ୍ରମୁଖ କୁଟୀରଶିଳ୍ପ ତନ୍ତ ଓ ବୟନଶିଳ୍ପ ଉପରେ ବଡ ପ୍ରଭାବ ପକାଇଛି କରୋନା । ଫନୀ ଦାଉରୁ ନିଜ ଶିଳ୍ପକୁ ସମ୍ଭାଳିବାକୁ ଚେଷ୍ଟା କରି ଆସୁଥିବା ବୁଣାକାରଙ୍କ ପାଇଁ କରୋନା ଏବେ ବେଡି ଉପରେ କରୋନା ମାଡ ସଦୃଶ ହୋଇଛି । ଫଳରେ କାମ ହରାଇ ହାତ ବାନ୍ଧି ବସିଛନ୍ତି ଶହ ଶହ ବୁଣାକାର ପରିବାର । ପିପିଲି ନିକଟବର୍ତ୍ତି ମୌଜିବେଗ, ନୂଆହାଟ, ସାହାଡାପଡା, […]

Continue Reading