କରୋନା ଭାଇରସର ପ୍ରତିକାର ପାଇଁ  ମୁଖ୍ୟମନ୍ତ୍ରୀଙ୍କ ନିବେଦନ

#କରୋନା_ଭାଇରସର_ପ୍ରତିକାର_ପାଇଁ _ମୁଖ୍ୟମନ୍ତ୍ରୀଙ୍କ_ନିବେଦନ  ଭୁବନେଶ୍ୱର : କରୋନା ଭାଇରସର ପ୍ରତିକାର ପାଇଁ ସାମାଜିକ ଦୂରତା ଅବଲମ୍ବନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଟୁଇଟ୍ କରି କହିଛନ୍ତି ଯେ କରୋନାର କୌଣସି ଟୀକା ବା ଔଷଧିୟ ଚିକିତ୍ସା ନଥିବା କାରଣରୁ ଏହାର ସଫଳ ପ୍ରତିରୋଧ ପାଇଁ ପ୍ରତ୍ୟେକ ସ୍ତରରେ ସମ୍ମିଳିତ ପ୍ରଚେଷ୍ଟା ଆବଶ୍ୟକ । ସେ କହିଛନ୍ତି ଯେ, ନିଜକୁ ଓ ନିଜ ପରିବାରର ସଦସ୍ୟଙ୍କୁ ଏହି ମହାମାରୀ ଠାରୁ ସୁରକ୍ଷିତ ରଖିବା ପାଇଁ ଆମ […]

Continue Reading