କରୋନା ପାଣ୍ଠି ପାଇଁ ଭାରତ ଦେବ ୧୦ ମିଲିୟନ ଆମେରିକୀୟ ଡଲାର

କରୋନା ପାଣ୍ଠି ପାଇଁ ଭାରତ ଦେବ ୧୦ ମିଲିୟନ ଆମେରିକୀୟ ଡଲାର

#କରୋନା_ପାଣ୍ଠି_ପାଇଁ_ଭାରତ_ଦେବ_୧୦_ମିଲିୟନ_ଆମେରିକୀୟ_ଡଲାର     ନୂଆଦିଲ୍ଲୀ : ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ସାଉଥ୍‌ ଏସିଆନ ଆସୋସିଏସନ ଫର୍‌ ରିଜିଓନାଲ କୋଅପରେସନ(ଏସ୍‌ଏଏଆର୍‌ସି) ବା ସାର୍କ ଦେଶର ସଦସ୍ୟଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ କରୋନା ସମ୍ପର୍କରେ ଆଲୋଚନା କରିଛନ୍ତି।  ଏହି ଆଲେରଚନା କାଳରେ  କରୋନା ଭାଇରସ୍‌ର ସଂକ୍ରମଣକୁ ସମୂହ ଭାବେ ମୁକାବିଲା କରିବା ନେଇ  ଆଲୋଚନା କରାଯାଇଛି। କରୋନାକୁ ଭୟ ନ କରି ଏହାସହ ଏକାଠି ଲଢିଲେ ସହଜରେ ଏହାକୁ ଦୂରେଇ ଦେଇ ହେବ ବୋଲି ମୋଦି କହିଛନ୍ତି। ଏହି ପରିପ୍ରେକ୍ଷୀରେ […]

Continue Reading