କରୋନା ପାଇଁ ୨୨୦୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

#କରୋନା_ପାଇଁ_୨୨୦୦_କୋଟି_ଟଙ୍କାର_ପ୍ୟାକେଜ୍_ଘୋଷଣା_କଲେ_ମୁଖ୍ୟମନ୍ତ୍ରୀ      ଭୁବନେଶ୍ୱର  :  କରୋନା ମୁକାବିଲା ଲାଗି ଓଡିଶାର ଗରିବ ଲୋକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଶୁକ୍ରବାର ଦିନ ୨୨୦୦ କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିଛନ୍ତି । ଏସମ୍ପର୍କରେ ଘୋଷଣା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଖାଦ୍ୟ ସୁରକ୍ଷା ଯୋଜନାରେ ସମସ୍ତ ହିତାଧିକାରୀମାନଙ୍କୁ ରାଜ୍ୟ ସରକାର ୩ ମାସର ରାସନ୍ ଆଗୁଆ ଦେବାକୁ ଘେ।ଷଣା କରିଛନ୍ତି । ଏହି ଯୋଜନାର ସମସ୍ତ ୯୪ ଲକ୍ଷ ପରିବାରଙ୍କୁ ରାଜ୍ୟ ସରକାର ୧ ହଜାର ଟଙ୍କା ଲେଖାଏଁ ସହାୟତା […]

Continue Reading