କରୋନା ପାଇଁ ସେଲୁନ୍ , ପାର୍ଲର ବନ୍ଦ,ପୋଖରୀରେ ଗାଧୋଇବା ମନା

କରୋନା ପାଇଁ ସେଲୁନ୍ , ପାର୍ଲର ବନ୍ଦ,ପୋଖରୀରେ ଗାଧୋଇବା ମନା

#କରୋନା_ପାଇଁ_ସେଲୁନ୍_ପାର୍ଲର_ବନ୍ଦ   ଭୁବନେଶ୍ୱର : କରୋନା ପାଇଁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ହାଇ-ଏଣ୍ଡ୍ ସେଲୁନ୍, ବ୍ୟୁଟିପାର୍ଲର, ସ୍ପା ଆଦି ବନ୍ଦ ରହିବ । ଆଗାମୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏଗୁଡିକ ବନ୍ଦ ରହିବ । ସଂକ୍ରମଣ ରୋକିବାପାଇଁ ଦୂରତା ରଖିବା ଅତ୍ୟାବଶ୍ୟକ । ତେବେ ଏହି ସବୁ ସ୍ଥାନରେ ସାମାଜିକ ଦୂରତା ବଜାୟ ରଖିବା ସମ୍ଭବ ନୁହେଁ ବୋଲି ଜଣାପଡ଼ିବା ପରେ ଏହି ନିଷ୍ପତି ନିଆଯାଇଛି ବୋଲି କୁହାଯାଇଛି । ସେହିପରି ସମସ୍ତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯିବ । […]

Continue Reading