କଟକରେ ଚିହ୍ନଟ ହେଲେ ରାଜ୍ୟର ଷଷ୍ଠ କରୋନା ଆକ୍ରାନ୍ତହ୍ନଟ

କରୋନା ପାଇଁ ରେଗୁଲେସନ୍ସ ଜାରି

#କରୋନା_ପାଇଁ_ରେଗୁଲେସନ୍ସ_ଜାରି    ଭୁବନେଶ୍ୱର : ରାଜ୍ୟରେ ଜଣେ ବି କରୋନା ପଜେଟିଭ୍ ରୋଗୀ ଚିହ୍ନଟ ହୋଇନଥିଲେ ସୁଦ୍ଧା ରାଜ୍ୟ ସରକାର ଯୁଦ୍ଧକାଳୀନ ଭିତ୍ତିରେ ଏହି ଭାଇରସର ମୁକାବିଲା ପାଇଁ ପଦକ୍ଷେପ ନେଇଛନ୍ତି। ମହାମାରୀ ଆଇନ-୧୮୯୭ର ଧାରା ୨,୩,୪ରେ ପ୍ରଦତ୍ତ କ୍ଷମତା ଆଧାରରେ ଓଡ଼ିଶା ସରକାର ଆଜି କରୋନା ଭାଇରସର ନିୟନ୍ତ୍ରଣ ଓ ପ୍ରତିଷେଧକ ନିମନ୍ତେ ସ୍ୱତନ୍ତ୍ର ରେଗୁଲେସନ୍ସ ଜାରି କରିଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ‘ଓଡ଼ିଶା ସିଓଭିଆଇଡି-୧୯ ରେଗୁଲେସନ୍ସ-୨୦୨୦’ ଅନ୍ତର୍ଗତ ସମସ୍ତ ଜିଲ୍ଲାପାଳ, ମ୍ୟୁନିସପାଲଟି କମିଶନର, […]

Continue Reading