କରୋନା ପରୀକ୍ଷଣ ପାଇଁ ଆଉ ୪ ଜିଲ୍ଲାରେ ଖୋଲିବ ଲାବ୍ରୋଟାରୀ

କରୋନା ପରୀକ୍ଷଣ ପାଇଁ ଆଉ ୪ ଜିଲ୍ଲାରେ ଖୋଲିବ ଲାବ୍ରୋଟାରୀ

#କରୋନା_ପରୀକ୍ଷଣ_ପାଇଁ_ଆଉ_୪_ଜିଲ୍ଲାରେ_ଖୋଲିବ_ଲାବ୍ରୋଟାରୀ          ଭୁବନେଶ୍ୱର  : କେବଳ ଟେଷ୍ଟିଂ ଦ୍ୱାରା କରୋନାର ସ୍ଥିତି ଜାଣି ହେବ । ଓଡିଶାରେ ଗତ ଫେବୃଆରୀ ମାସରୁ ଟେଷ୍ଟିଂ ଆରମ୍ଭ ହୋଇଥିଲା । ଗତ ୪ ସପ୍ତାହରେ ଟେଷ୍ଟିଂ କ୍ଷମତା ୧୫୦୦ରୁ ୧୫ ହଜାର କୁ ବୃଦ୍ଧି କରାଯାଇଛି । ଏଣିକି ପ୍ରତିଦିନ ୨୨୦୦ରୁ ୨୪୦୦ ଟେଷ୍ଟ କରୁଛୁ । ବର୍ତମାନ ମୋଟ ୮ ଟି ଲାବ୍ରୋଟୋରିରେ ଟେଷ୍ଟିଂ ହେଉଛି । ଆଗାମୀ ଦିନରେ କୋରାପୁରଟ , ବାଲେଶ୍ୱର ଓ ବଲାଙ୍ଗୀର ଭଳି ଆଉ […]

Continue Reading