କରୋନା ନେଇ ଗୁଜବ ପ୍ରଚାର ରାଷ୍ଟ୍ରଦ୍ରୋହ ଅପରାଧ

କରୋନା ନେଇ ଗୁଜବ ପ୍ରଚାର ରାଷ୍ଟ୍ରଦ୍ରୋହ ଅପରାଧ

#କରୋନା_ନେଇ_ଗୁଜବ_ପ୍ରଚାର_ରାଷ୍ଟ୍ରଦ୍ରୋହ_ଅପରାଧ        ଭୁବନେଶ୍ୱର:     ରାଜ୍ୟରେ କରୋନା ନେଇ ଯଦି କେହି ଗୁଜବ ପ୍ରଚାର କରନ୍ତି, ତେବେ ଏହାକୁ ସରକାର ରାଷ୍ଟ୍ରଦ୍ରୋହ ଭଳି ଅପରାଧ ବିବେଚନା କରିବା ସହ ତଦନୁସାରେ ଦଣ୍ଡିତ କରିବେ । ରାଜ୍ୟ ସରକାର ରାଜ୍ୟବାସୀଙ୍କୁ ନିରାପଦରେ ରଖିବାକୁ ଚାହୁଁଥିବା ବେଳେ ଗୁଜବ ପ୍ରଚାର ଏକ ନିନ୍ଦନୀୟ କାର୍ଯ୍ୟ। ଏପରି କାର୍ଯ୍ୟରେ ଲିପ୍ତ ଲୋକଙ୍କ ବିରୋଧରେ କଡ଼ାକାର୍ଯ୍ୟାନୁଷ୍ଠାନ ନିଆଯିବ ।  ଓଡ଼ିଶା ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ଆଜି ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା […]

Continue Reading