କରୋନା ମହାମାରୀ ହେଲେ ଉତ୍କଟ ହେବ ମାନ୍ଦାବସ୍ଥା: ମୁଡିଜ

କରୋନା ମହାମାରୀ ହେଲେ ଉତ୍କଟ ହେବ ମାନ୍ଦାବସ୍ଥା: ମୁଡିଜ

#କରୋନା_ମହାମାରୀ_ହେଲେ_ଉତ୍କଟ_ହେବ_ମାନ୍ଦାବସ୍ଥା:_ମୁଡିଜ  ନୂଆଦିଲ୍ଲୀ: ଘାତକ କରୋନା ଭାଇରସ ଯଦି ମହାମାରୀର ରୂପ ନେବ ତା’ହେଲେ ସାରା ବିଶ୍ୱରେ ଆର୍ଥିକ ମାନ୍ଦାବସ୍ଥା ଦେଖା ଦେଇପାରେ। ମୁଡିଜ ଆନାଲିଟିକ୍ସର ମୁଖ୍ୟ ତଥା ଅର୍ଥବିଶାରଦ ମାର୍କ ଜଣ୍ଡି ବୁଧବାର ଏହା କହିଛନ୍ତି। ଚୀନର କେନ୍ଦ୍ରସ୍ଥଳ ଥିବା ଏହି ଭାଇରସ ଏବେ ଇଟାଲୀ ଏବଂ ଇରାନରେ ମଧ୍ୟ ପହଞ୍ଚି ଯାଇଛି। ଚୀନ ପରେ ଇରାନରେ ଏଯାବତ ଅଧିକ ଲୋକଙ୍କ ମୁଣ୍ଡ ନେଇଛି ଏହି ଭାଇରସ। ଜାନୁଆରୀ ଆରମ୍ଭରୁ ଏହି ଭାଇରସ ଚୀନକୁ ଦୋହଲାଇ ଦେଇଛି। […]

Continue Reading