କରୋନାକୁ ବିିଶ୍ୱ ମହାମାରୀ ଘୋଷଣା କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

କରୋନାକୁ ବିିଶ୍ୱ ମହାମାରୀ ଘୋଷଣା କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

#କରୋନାକୁ_ବିିଶ୍ୱ_ମହାମାରୀ_ଘୋଷଣା_କଲା_ବିଶ୍ୱ_ସ୍ୱାସ୍ଥ୍ୟ_ସଂଗଠନ        ନୂଆଦିଲ୍ଲୀ : ବିଶ୍ୱରେ ଆତଙ୍କ ଖେଳାଇଥିବା କରୋନା ଭାଇରସ ଦିନକୁ ଦିନ ତାର କାୟା ମେଲାଇବାରେ ଲାଗିଛି। ସମଗ୍ର ବିଶ୍ୱ ଏହାକୁ ନେଇ ଚିନ୍ତିତ ଥିବା ବେଳେ ଇତିମଧ୍ୟରେ କରୋନାକୁ ବିଶ୍ୱ ମହାମାରୀ ଘୋଷଣା କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ। ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ହେବା ଏବଂ ୪ ହଜାରୁ ଅଧିକ ଜୀବନ ନେଲା ପରେ କରୋନାକୁ ବିଶ୍ୱ ମହାମାରୀ ଘୋଷିତ କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଏପରିକି ଭାରତରେ […]

Continue Reading