ନିର୍ଭୀକ ଭାବେ କରୋନା ଲକ୍ଷଣ ଦେଖାଗଲେ ପ୍ରକାଶ କରନ୍ତୁ : ସୁବ୍ରତ ବାଗଚୀ

ନିର୍ଭୀକ ଭାବେ କରୋନା ଲକ୍ଷଣ ଦେଖାଗଲେ ପ୍ରକାଶ କରନ୍ତୁ : ସୁବ୍ରତ ବାଗଚୀ

#କରେନାକୁ_ଆମେ_ଯେତିକି_ଡରିବା,_ସେ_ଆମକୁ_ସେତିକି_ଡରାଇବ       ଭୁବନେଶ୍ୱର  :  କରେନାକୁ ଆମେ ଯେତିକି ଡରିବା, ସେ ଆମକୁ ସେତିକି ଡରାଇବ । ଯଦି ଆପଣ ନିଜଠାରେ କରୋନା ଲକ୍ଷଣ ଥିବା ଜାଣିବାକୁ ପାଆନ୍ତି  ତାହେଲେ ସାଈ-ପଡ଼ିଶାରେ ଏହାକୁ ଲୁଚାନ୍ତୁ ନାହିଁ । ଆଗେଇ ଆସନ୍ତୁ ଏବଂ ନିର୍ଭିକ ଭାବରେ ପ୍ରକାଶ କରନ୍ତୁ । ଏହି ନିର୍ଭିକତା ଆପଣଙ୍କୁ ବଞ୍ଚାଇବା ସହ ଆପଣଙ୍କ ପରିବାର ଓ ସମାଜକୁ ବଞ୍ଚାଇବ । ରାଜ୍ୟ ସରକାରଙ୍କ କୋଭିଡ-୧୯ ମୁଖ୍ୟ ସୁବ୍ରତ ବାଗଚୀ ଏହି ସୂଚନା ଦେଇଛନ୍ତି । […]

Continue Reading