କଟକଣାକୁ ଉଲ୍ଲଙ୍ଘନ କରି ସ୍ୱାସ୍ଥ୍ୟ ବିଭାଗ ତରଫରୁ ନିଯୁକ୍ତି ପରୀକ୍ଷା

କଟକଣାକୁ ଉଲ୍ଲଙ୍ଘନ କରି ସ୍ୱାସ୍ଥ୍ୟ ବିଭାଗ ତରଫରୁ ନିଯୁକ୍ତି ପରୀକ୍ଷା

#କଟକଣାକୁ_ଉଲ୍ଲଙ୍ଘନ_କରି_ସ୍ୱାସ୍ଥ୍ୟ_ବିଭାଗ_ତରଫରୁ_ନିଯୁକ୍ତି_ପରୀକ୍ଷା      କେନ୍ଦ୍ରାପଡା  : ( ମହମ୍ମଦ ଏଲିୟାସ ) ଲକ ଡାଉନ କଟକଣା କୁ ମାନିବା ପାଇଁ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜନ ସାଧାରଣଙ୍କୁ ସଚେତନ କରାଯାଉଛିା ଏହାକୁ କଡାକଡି ପାଳନ ପାଇଁ ବାରମ୍ବାର ପ୍ରଚାର କରାଯାଇ ପ୍ରଶାସନ ପକ୍ଷରୁ ଆବଶ୍ୟକୀୟ କଟକଣା ଲାଗୁ କରାଯାଇଥିବା ବେଳେ ନିଜେ ସ୍ୱାସ୍ଥ୍ୟ ବିଭାଗ ଏହାକୁ ଖୋଲା ଖୋଲି ଉଲ୍ଲଙ୍ଘନ କରିଥିବା ଦେଖିବାକୁ ମିଳିଛି । ଗହଳିକୁ ଏଡାଇବା ଓ ଗୋଟିଏ ସ୍ଥାନରେ […]

Continue Reading