କଂଗ୍ରେସ ହାତରୁ ରାୟଗଡ଼ା ଜିଲ୍ଲା ପରିଷଦ ଛଡ଼ାଇ ନେଲା ବିଜେଡି

କଂଗ୍ରେସ ହାତରୁ ରାୟଗଡ଼ା ଜିଲ୍ଲା ପରିଷଦ ଛଡ଼ାଇ ନେଲା ବିଜେଡି

#କଂଗ୍ରେସ_ହାତରୁ_ଛଡ଼ାଇ_ନେଲା_ବିଜେଡି  ରାୟଗଡ଼ା  : କଂଗ୍ରେସ ହାତରୁ ରାୟଗଡ଼ା ଜିଲ୍ଲା ପରିଷଦ ଛଡ଼ାଇ ନେଲା ବିଜେଡି। ଉପନିର୍ବାଚନରେ ବିଜେଡିର ଗଙ୍ଗାଧର ପୁଆଲା ହେଲେ ନୂଆ ଜିଲ୍ଲା ପରିଷଦ ଅଧ୍ୟକ୍ଷ। ମୋଟ୍ ୨୧ରୁ ବିଜେଡିର ମାତ୍ର ୭ଜଣ ସଦସ୍ୟ ଥିବା ସତ୍ତ୍ୱେ ଅଧ୍ୟକ୍ଷ ପଦ ହାତେଇଛି ଦଳ। ବିଜେଡି ସମର୍ଥନରେ ପଡ଼ିଛି ୧୩ଟି ଭୋଟ୍। ସେପଟେ କଂଗ୍ରେସର ୧୦ ଜଣ ସଦସ୍ୟ ଥାଇ ମଧ୍ୟ ମାତ୍ର ୫ଟି ଭୋଟ୍‌ ମିଳିଛି। ସେହିଭଳି ଏହି ନିର୍ବାଚନରେ ସାମିଲ ନହେବାକୁ ବିଜେପି ପକ୍ଷରୁ […]

Continue Reading