କଂଗ୍ରେସରୁ ଇସ୍ତଫା ଦେଲେ ସିନ୍ଧିଆ

କଂଗ୍ରେସରୁ ଇସ୍ତଫା ଦେଲେ ସିନ୍ଧିଆ

#କଂଗ୍ରେସରୁ_ଇସ୍ତଫା_ଦେଲେ_ସିନ୍ଧିଆ    ଭୋପାଲ:  ଗ୍ୱାଲିଅର ମହାରାଜା ମାଧବରାଓ ସିନ୍ଧିଆଙ୍କ ଜନ୍ମଦିନରେ ବାପାଙ୍କ ପୁରୁଣା ଦଳ ଜନ ସଂଘର ନୂଆ କଳେବର ବିଜେପିରେ ଯୋଗଦେବା ଲକ୍ଷ୍ୟ ନେଇ ପୁଅ ଜ୍ୟୋତିରାଦିତ୍ୟ ସିନ୍ଧିଆ ମଙ୍ଗଳବାର କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ଯେଉଁ ଅଟଳ ବିହାରୀ ବାଜପେୟୀଙ୍କୁ ବାପା ହରାଇଥିଲେ ତାଙ୍କରି ପ୍ରତିଷ୍ଠିତ ଦଳରେ ସିନ୍ଧିଆ ଯୋଗଦେବା ସମ୍ଭାବନା ବଢ଼ିବାରେ ଲାଗିଛି। କଂଗ୍ରେସରୁ ଜ୍ୟୋତିରାଦିତ୍ୟ ଇସ୍ତଫା ଦେବାପରେ ଏହା ଆହୁରି ସ୍ପଷ୍ଟ ହୋଇଯାଇଛି। ଇସ୍ତଫା ନେଇ ନିଜେ ସିନ୍ଧିଆ ଘୋଷଣା କରିଛନ୍ତି। ହେଲେ ଏଥିରେ […]

Continue Reading