ଓଲଟିଲା ଟ୍ରାକ୍ଟର୨୦ରୁ ଉର୍ଦ୍ଧ୍ବ ଆହତ

ଓଲଟିଲା ଟ୍ରାକ୍ଟର୨୦ରୁ ଉର୍ଦ୍ଧ୍ବ ଆହତ

’ଓଲଟିଲା_ଟ୍ରାକ୍ଟର_୨୦_ରୁ_ଉର୍ଦ୍ଧ୍ବ_ଆହତ   କାଶୀପୁର: (କୈଳାଶ ବାଗ)  ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅଣ୍ଡିରାକଞ୍ଚ ଥାନା ଅନ୍ତର୍ଗତ କୋଡିପାରି ଏବଂ ରତାଚୁଅଆଁ ଗ୍ରାମର ମଧ୍ୟସ୍ଥ ରାସ୍ତା ନିକଟରେ ଶନିବାର ଟ୍ରାକ୍ଟର ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ଟ୍ରାକ୍ଟରରେ ବସିଥିବା ପ୍ରାୟ ୨୦ଜଣ ଲୋକେ ଆହାତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ଆହାତ ମାନଙ୍କୁ ପ୍ରଥମେ ନୂଆପଡା ଏବଂ ଉସାପଡା ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। କେତେକଙ୍କ ଅବସ୍ଥା ଗୁରୁତର ଥିବାରୁ […]

Continue Reading