ଓଡ଼ିଶାରେ ଅଟକିଛନ୍ତି ୧୫ ହଜାରରୁ ଉର୍ଦ୍ଧ୍ବ ଲୋକ,ନିୟନ୍ତ୍ରଣ କକ୍ଷରେ ବାସ୍ତବ ସ୍ଥିତି ପରଖିଲେ ମୁଖ୍ୟ ଶାସନ ସଚିବ

ଓଡ଼ିଶାରେ ଅଟକିଛନ୍ତି ୧୫ ହଜାରରୁ ଉର୍ଦ୍ଧ୍ବ ଲୋକ,ନିୟନ୍ତ୍ରଣ କକ୍ଷରେ ବାସ୍ତବ ସ୍ଥିତି ପରଖିଲେ ମୁଖ୍ୟ ଶାସନ ସଚିବ

#ଓଡିଶାରେ_ଅଟକିଛନ୍ତି_୧୫_ହଜାରରୁ_ଉର୍ଦ୍ଧ୍ବ_ଲୋକ       ଭୁବନେଶ୍ୱର   :  ବର୍ତ୍ତମାନ ନିୟନ୍ତ୍ରଣ କକ୍ଷକୁ ମୁଖ୍ୟତଃ କର୍ଣ୍ଣାଟକ, ମହାରାଷ୍ଟ୍ର, ତାମିଲ୍ନାଡ଼ୁ, ତେଲେଙ୍ଗାନା ଓ ଗୁଜୁରାଟ ଆଦି ରାଜ୍ୟରେ ଅଟକି ରହିଥିବା ଓଡ଼ିଆମାନଙ୍କ ଠାରୁ ଟେଲିଫୋନ୍ ଆସୁଛି ଏବଂ ସେସବୁ ବିଷୟରେ ସଂପୃକ୍ତ ରାଜ୍ୟ ପ୍ରଶାସନ ସହ ଯୋଗାଯୋଗ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ବର୍ତମାନ ପର୍ଯ୍ୟନ୍ତ ମିଳିଥିବା ତଥ୍ୟ ଅନୁସାରେ ଓଡ଼ିଶାରେ ରହିଯାଇଥିବା ଅନ୍ୟ ରାଜ୍ୟର ପ୍ରାୟ ୧୫ ହଜାରରୁ ଊର୍ଦ୍ଧ ଲୋକମାନଙ୍କ ପାଇଁ ରାଜ୍ୟ ସରକାର ବ୍ୟବସ୍ଥା କରୁଛନ୍ତି […]

Continue Reading