ଏ ସପ୍ତାହର ରାଶିଫଳ

ମେଷ  :  ରବିବାର: ଖର୍ଚ୍ଚ ବଢ଼ିପାରେ। ସୋମ ଓ ମଙ୍ଗଳବାର: ଧର୍ମ କାର୍ଯ୍ୟରେ ରୁଚି ବଢ଼ିବ। ବୁଧ, ଗୁରୁ ଓ ଶୁକ୍ରବାର: ବେପାରରେ ପରିସ୍ଥିତି ଭଲ ରହିବ। ଶନିବାର: ମାନ ପ୍ରତିଷ୍ଠା ବୃଦ୍ଧି ହେବ। ବୃଷ  :  ରବିବାର: ବ୍ୟବସାୟରେ ଲାଭ ମିଳିବ। ସୋମ ଓ ମଙ୍ଗଳବାର: କୌଣସି କାମରୁ ଲାଭ ହେବ। ବୁଧ, ଗୁରୁ ଓ ଶୁକ୍ରବାର: ପରିବାରରେ ଖୁସି ବଜାୟ ରହିବ। ଶନିବାର: ଚାକିରିଜୀବୀଙ୍କୁ ଲାଭ ମିଳିବ। ମିଥୁନ  :  ରବିବାର: କାମ ପ୍ରତି […]

Continue Reading