ଏଣିକି ସଂଗରୋଧ କେନ୍ଦ୍ରରେ ୧୪୪ ଧାରା ଜାରି

ଏଣିକି ସଂଗରୋଧ କେନ୍ଦ୍ରରେ ୧୪୪ ଧାରା ଜାରି

#ଏଣିକି_ସଂଗରୋଧ_କେନ୍ଦ୍ରରେ_୧୪୪_ଧାରା_ଜାରି       କେନ୍ଦ୍ରାପଡା  : ଜିଲ୍ଲାରେ କରାଯାଇଥିବା ସଂଗରୋଧ ଶିବିରକୁ ଅନ୍ୟ ରାଜ୍ୟରୁ ଶ୍ରମିକ ମାନଙ୍କ ଅସିବା ସଂଖ୍ୟା ବୃଦ୍ଧି ପାଇବା ସହିତ ବିଭିନ୍ନ ସଂଗରୋଧ ଶିବିର ର ପରିଚାଳନା ଗତ ବିଶୃଙ୍ଖଳା ବୃଦ୍ଧି ପାଇବାରେ ଲାଗିଛି । ପ୍ରତ୍ୟେକ ଶିବିର ରେ ସ୍ଥାନୀୟ ଲୋକେ ସଂଗରୋଧ ରେ ରହୁଥିବାରୁ ସେମାନଙ୍କ ଆତ୍ମୀୟ ସ୍ୱଜନ ମାନେ ସେଠାରେ ପହଁଚି ବିଶୃଙ୍ଖଳା ସୃଷ୍ଟି କରୁଥିବା ପ୍ରଶାସନର ନଜରକୁ ଆସିଛି । ଏହାକୁ ନିୟନ୍ତ୍ରଣ କରିବା ପାଇଁ ଜିଲ୍ଲାରେ […]

Continue Reading