ଋଣ ପ୍ରଦାନ ହାର ବୃଦ୍ଧି ପାଇବ : ଶକ୍ତିକାନ୍ତ ଦାସ

#ଋଣ_ପ୍ରଦାନ_ହାର_ବୃଦ୍ଧି_ପାଇବ  ନୂଆଦିଲ୍ଲୀ :  ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶନିବାର ନୂଆଦିଲ୍ଲୀଠାରେ ଭାରତୀୟ ରିଜର୍ଭ ବ୍ୟାଙ୍କ୍‍ କେନ୍ଦ୍ରୀୟ ନିର୍ଦ୍ଦେଶକ ବୋର୍ଡ ସହ ବଜେଟ୍‍ ପରବର୍ତ୍ତୀ ବୈଠକରେ ଯୋଗ ଦେଇଥିଲେ। ବୈଠକ ପରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ଅର୍ଥମନ୍ତ୍ରୀ କହିଛନ୍ତି, କୃଷି କ୍ଷେତ୍ରକୁ ବ୍ୟାଙ୍କଗୁଡ଼ିକ ଦ୍ୱାରା ଦିଆଯାଉଥିବା ଋଣ ଉପରେ ନଜର ରଖାଯାଇଛି।  ତେବେ ବୈଠକରେ ବ୍ୟାଙ୍କ୍‍ଗୁଡ଼ିକର ମିଶ୍ରଣ ପ୍ରସଙ୍ଗ ସ୍ଥାନ ପାଇନଥିବା ସେ କହିଛନ୍ତି। ଏହି ବୈଠକରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ମଧ୍ୟ ଯୋଗ ଦେଇଥିଲେ। Image […]

Continue Reading