ଉଠିଲା ୧୪୪- ବନ୍ଦ ହେଲା ହୋଟେଲ୍, ବସରେ ଅଧା ଯାତ୍ରୀକୁ ଅନୁମତି, ବାଇକରେ ବସିବେ କେବଳ ଚାଳକ

ଉଠିଲା ୧୪୪- ବନ୍ଦ ହେଲା ହୋଟେଲ୍, ବସରେ ଅଧା ଯାତ୍ରୀକୁ ଅନୁମତି, ବାଇକରେ ବସିବେ କେବଳ ଚାଳକ

#ଉଠିଲା_୧୪୪_ବନ୍ଦ_ହେଲା_ହୋଟେଲ୍_ବସରେ_ଅଧା_ଯାତ୍ରୀକୁ_ଅନୁମତି     ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ ୧୪୪ ଧାରାକୁ ଉଠାଇ ନିଆଯାଇଛି ।  ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଗଂଜାମ ଜିଲ୍ଲାପାଳ  ବିଜୟ ଅମୃତ କୁଲାଙ୍ଗେ । ହେଲେ ବର୍ତ୍ତମାନର ପରିିସ୍ଥିତିକୁ ଅନୁଧ୍ୟାନ କରି ହୋଟେଲ୍, ରେଷ୍ଟୁରାଣ୍ଟ, ବାର୍ ଓ ଲଜ୍ କୁ ବନ୍ଦ କରିଦିଆଯାଇଛି । ଏହି ସ୍ଥାନ ମାନଙ୍କରେ କରୋନା ବ୍ୟାପିବାର ଅଧିକାଂଶ ସମ୍ଭବ୍ୟତା ରହିଥିବାରୁ ଜିଲ୍ଲା ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛି ବୋଲି ଜିଲ୍ଲାପାଳ କହିଛନ୍ତି । ଅନ୍ୟ […]

Continue Reading