ଇସ୍ପାତ ଶିଳ୍ପର ପେଣ୍ଠସ୍ଥଳୀ ହେବ କଳିଙ୍ଗନଗର

ଇସ୍ପାତ ଶିଳ୍ପର ପେଣ୍ଠସ୍ଥଳୀ ହେବ କଳିଙ୍ଗନଗର

#ଇସ୍ପାତ_ଶିଳ୍ପର_ପେଣ୍ଠସ୍ଥଳୀ_ହେବ_କଳିଙ୍ଗନଗର   ଭୁବନେଶ୍ୱର : କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ସହଯୋଗରେ କଳିଙ୍ଗନଗରକୁ ବିଶ୍ୱ ଇସ୍ପାତ ଶିଳ୍ପର ପେଣ୍ଠସ୍ଥଳୀ ଭାବେ ଗଢି ତୋଳାଯିବ। ଗୁରୁବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଜାପାନ ରାଷ୍ଟ୍ରଦୂତ ସତୋଷୀ ସୁଜିକିଙ୍କ ସହ ଆଲୋଚନା କରିବା ପରେ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ କହିଛନ୍ତି-“ଆର୍ସେଲର ମିତ୍ତଲ ପ୍ଲାଣ୍ଟକୁ ନେବା ପରେ ନିପନ୍‌ ଷ୍ଟିଲ୍‌‍ ଏଥିରେ ବଡ଼ ସହଯୋଗୀ ହୋଇଛି। ଏହାସହ ଜାପାନର ଇସ୍ପାତ […]

Continue Reading