ଆସୁଛି ‘ଅମ୍ପନ’: ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ

ଆସୁଛି ‘ଅମ୍ପନ’: ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ

#ଆସୁଛି_ଅମ୍ପନ_ରାଜ୍ୟର_ବିଭିନ୍ନ_ସ୍ଥାନରେ_ବର୍ଷା_ଆରମ୍ଭ      ଭୁବନେଶ୍ବର  :  ମାଡି ଆସୁଛି  ’ଅମ୍ପନ’ । ବୁଧବାର ମଧ୍ୟାହ୍ନ ବେଳକୁ ଏହା ଓଡ଼ିଶା ଦେଇ ସୁନ୍ଦରବନ ଅଭିମୁଖେ ଯାତ୍ରା କରିବ । ଏହାର ପ୍ରଭାବରେ ଦୀଘା ନିକଟରେ ସମୁଦ୍ର ଅଶାନ୍ତ ହୋଇ ପଡ଼ିଛି ଏବଂ  ଓଡ଼ିଶାର ବିଭିନ୍ନ ସ୍ଥାନ ସହ ପଶ୍ଚିମବଙ୍ଗରେ ବର୍ଷା ଆରମ୍ଭ ହୋଇଛି ।ଅମ୍ପନର ପ୍ରଭାବ ଓଡ଼ିଶାର ପ୍ରାୟ ୧୦ ଜିଲାରେ ଅନୁଭୂତ ହେବ ଏବଂ ୬ ଜିଲାରେ ବର୍ଷା ପ୍ରବଳ ହେବ ।  ରାଜ୍ୟ ରିଲିଫ କମିଶନର ପ୍ରଦୀପ ଜେନାଙ୍କ […]

Continue Reading