ଆନ୍ଧ୍ରରୁ ଚାଲିଚାଲି ଆସି ଗାଁକୁ ଲୁଚି ପଳାଉଥିଲେ ପ୍ରବାସୀ

ଆନ୍ଧ୍ରରୁ ଚାଲିଚାଲି ଆସି ଗାଁକୁ ଲୁଚି ପଳାଉଥିଲେ ପ୍ରବାସୀ

#ଆନ୍ଧ୍ରରୁ_ଚାଲିଚାଲି_ଆସି_ଗାଁକୁ_ଲୁଚି_ପଳାଉଥିଲେ_ପ୍ରବାସୀ          ପିପିଲି : ପ୍ରଶାସନର ଅଜଣାତରେ ଜଣେ ପ୍ରବାସୀ ଓଡିଆ ପିପିଲି ଅଂଚଳକୁ ଚାଲି ଚାଲି ଅସିଥିବା ଜଣାପଡିଛି । ତାଙ୍କୁ ନିକଟସ୍ଥ ତେଇଶିପୁର ଛକରେ ଠାବ କରାଯାଇ କୃପାଜଳ ଇଂଜିନିୟରିଂ କଲେଜରେ ଖୋଲା ଯାଇଥିବା ଜିଲ୍ଲା ଅଭ୍ୟର୍ଥନା କକ୍ଷରେ ରଖାଯାଇଥିଲା । ସେଠାରେ ତାଙ୍କ ନାମ ପଂଜିକରଣ କରାଯିବା ପରେ ତାଙ୍କ ନିଜ ଗାଁ ବ୍ରହ୍ମଗିରି ବ୍ଲକ ମାଣପଡା ପଂଚାୟତ ଶିଶୁପୁର ଗ୍ରାମକୁପଠାଯାଇଛି ।ସୁଚନା ଅନୁଯାଇ ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ ମାଣପଡା ପଂଚାୟତ ଶିଶୁପୁର […]

Continue Reading