ଆତଙ୍କବାଦୀ କାର୍ଯ୍ୟକଳାପର ମୂଳୋତ୍ପାଟନ କରୁ ପାକିସ୍ତାନ 

ଆତଙ୍କବାଦୀ କାର୍ଯ୍ୟକଳାପର ମୂଳୋତ୍ପାଟନ କରୁ ପାକିସ୍ତାନ : ଟ୍ରମ୍ପ

#ଆତଙ୍କବାଦୀ_କାର୍ଯ୍ୟକଳାପର_ମୂଳୋତ୍ପାଟନ_କରୁ_ପାକିସ୍ତାନ  ଅହମଦାବାଦ:  ଦୁଇ ଦିନିଆ ଭାରତ ଗସ୍ତରେ ଆସି  ସପରିବାର ଗୁରୁରାଟରେ ପହଞ୍ଚିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ‘ନମସ୍ତେ ଟ୍ରମ୍ଫ’ କାର୍ଯ୍ୟକ୍ରମ ଜରିଆରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି। ପୃଥିବୀର ସର୍ବବୃହତ କ୍ରିକେଟ ଷ୍ଟାଡିୟମରେ ଆୟ‌ୋଜିତ ଏହି ସମାରୋହରେ ନିଜ ଅଭିଭାଷଣ ରଖି ରାଷ୍ଟ୍ରପତି ଟ୍ରମ୍ଫ ଆତଙ୍କବାଦ ପ୍ରସଙ୍ଗ ବି ଉଠାଇଛନ୍ତି। ସେ କହିଛନ୍ତି,  ଇସଲାମିକ ଆତଙ୍କବାଦ ସମଗ୍ର ବିଶ୍ବ ଲାଗି ବିପଦ। ଅ‌ାତଙ୍କବାଦକୁ ସହ୍ୟ କରାଯିବ ନାହିଁ। କଠୋର ହସ୍ତରେ ଏହାକୁ ଦମନ କରାଯିବ।  ଆମେ […]

Continue Reading