ୟେସ୍ ବ୍ୟାଙ୍କରୁ ଫେରିଲା ଶ୍ରୀଜଗନ୍ନାଥଙ୍କ ୧୫୬ କୋଟି ଟଙ୍କାଟଙ୍କା ଫେରିଲା 

ଆଜି ଫେରିବ ଜଗନ୍ନାଥଙ୍କ ଟଙ୍କା

#ଆଜି_ଫେରିବ_ଜଗନ୍ନାଥଙ୍କ_ଟଙ୍କା      ଭୁବନେଶ୍ୱର : ୟେସ୍ ବ୍ୟାଙ୍କରେ ରହିଥିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ୫୪୫ କୋଟି ଟଙ୍କା ଆସନ୍ତାକାଲି (ଗୁରୁବାର) ଫେରିବ । ଇ-ଟ୍ରାନ୍ସଫର ମାଧ୍ୟମରେ ୟେସ୍ ବ୍ୟାଙ୍କରୁ ଉଠାଇ ଏହି ଟଙ୍କାକୁ ଜାତୀୟକରଣ ବ୍ୟାଙ୍କରେ ରଖାଯିବ ବୋଲି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ବୁଧବାର ସଂଧ୍ୟା ୬ଟାରେ ୟେସ୍ ବ୍ୟାଙ୍କ ପୁନଃ କାର୍ଯ୍ୟକ୍ଷମ ହୋଇଛି । ଗୁରୁବାର ମାଚ୍ୟୁରିଟି ପୂରୁଥିବାରୁ ଟଙ୍କା ଉଠିବ । ଉଲ୍ଲେଖଯୋଗ୍ୟ ଯେ […]

Continue Reading