ଆଜିର ରାଶିଫଳ

ମେଷ: ଲକ୍ଷ୍ୟ ପୂରା କରିବା ଲାଗି ଯୋଜନା କରିବେ। କଳାକାରଙ୍କୁ ଲାଭ ମିିଳିପାରେ। ପାରିବାରିକ ଜୀବନ ଶାନ୍ତିମୟ ହେବ। ବୃଷ: ବ୍ୟବସାୟରେ ପ୍ରଚୁର ଲାଭ ପାଇବେ। ପରିବାରରେ ଲାଗି ରହଥିବା ଅଶାନ୍ତି ଦୂର ହେବ। ସୁସ୍ବାଦୁ ଖାଦ୍ୟ ଭୋଜନ କରିବେ। ମିଥୁନ: ନିର୍ଦ୍ଦିଷ୍ଟ ସମୟରେ କାମ ସ˚ପୂର୍ଣ୍ଣ ହେବ। ଜୀବନସାଥୀଙ୍କ ଆଦର ପାଇବେ। ଛାତ୍ରମାନେ ପରିଶ୍ରମର ସୁଫଳ ପାଇବେ। କର୍କଟ: ମନରେ ନୂଆ ବିଚାର ଆସିବ। ସୃଜନଶୀଳ କାମ କରିବେ। ବ୍ୟାବସାୟିକ କାମରେ ବ୍ୟସ୍ତ ରହିବେ। ବୈବାହିକ […]

Continue Reading