ଆଜିଠୁ ଭୁବନେଶ୍ୱରେ ଲାଗୁ ହେବ ଯୁଗ୍ମ ଅଯୁଗ୍ମ ଫର୍ମୁଲା

ଆଜିଠୁ ଭୁବନେଶ୍ୱରେ ଲାଗୁ ହେବ ଯୁଗ୍ମ ଅଯୁଗ୍ମ ଫର୍ମୁଲା

#ଆଜିଠୁ_ଭୁବନେଶ୍ୱରେ_ଲାଗୁ_ହେବ_ଯୁଗ୍ମ_ଅଯୁଗ୍ମ_ଫର୍ମୁଲା    ଭୁବନେଶ୍ୱର  :  ରାଜଧାନୀ ଦିଲ୍ଲୀ ଭଳି ଭୁବନେଶ୍ୱରରେ ଯୁଗ୍ମ-ଅଯୁଗ୍ମ ବ୍ୟବସ୍ଥାରେ ଚାଲିବ ଗାଡ଼ି । ବସ୍, ଅଟୋ ରିକ୍ସା ଓ ଅନ୍ୟ ସାଧାରଣ ପରିବହନ ଯୋଗାଉଥିବା ଗାଡ଼ି ଯୁଗ୍ମ-ଅଯୁଗ୍ମ ଫର୍ମୁଲାରେ ଗଡ଼ିବ । ତେବେ ଘରୋଇ ଓ ହସ୍ପିଟାଲ ଓ ସ୍ୱାସ୍ଥ୍ୟସେବା ଯୋଗାଉଥିବା ଗାଡ଼ି ଗୁଡ଼ିକୁ ଏହି ବ୍ୟବସ୍ଥାରୁ ବାଦ୍ ଦିଆଯାଇଛି । ଏସମ୍ପର୍କରେ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ଶୁକ୍ରବାର ନିର୍ଦ୍ଦେଶନାମା ଜାରୀ କରାଯାଇଛି । ନିର୍ଦ୍ଦେଶନାମା ଅନୁଯାୟୀ ଶନିବାର ଠାରୁ ଭୁବନେଶ୍ୱର […]

Continue Reading