ଆଜିଠୁ ପବିତ୍ର ରମଜାନ୍ ମାସ ଆରମ୍ଭ

ଆଜିଠୁ ପବିତ୍ର ରମଜାନ୍ ମାସ ଆରମ୍ଭ

#ଆଜିଠୁ_ପବିତ୍ର_ରମଜାନ୍_ମାସ_ଆରମ୍ଭ        ନୂଆଦିଲ୍ଲୀ  :  ଶନିବାର ଠାରୁ  ପବିତ୍ର ରମଜାନ୍ ମାସ ଆରମ୍ଭ ହେଉଛି । ଶୁକ୍ରବାର ଚାନ୍ଦ ଦର୍ଶନ ପରେ ମାସ ବ୍ୟାପୀ ପାଳିତ ହେବାକୁ ଥିବା ରମଜାନ୍ ପର୍ବ  ଆରମ୍ଭ ହେବ ବୋଲି  ସାହି ଇମାମ୍ ଘୋଷଣା କରିଛନ୍ତି ।ମୁସଲମାନ ଧର୍ମାବଲମ୍ବୀଙ୍କ ପକ୍ଷରୁ ରମଜାନ୍ ପାଳନ ପାଇଁ ବ୍ୟାପକ ପ୍ରସ୍ତୁତି  ଆରମ୍ଭ ହୋଇଛି । ଉଲ୍ଲେଖଯୋଗ୍ୟ, ରମଜାନ୍ ମାସକୁ ମୁସଲମାନମାନେ ଅତ୍ୟନ୍ତ ପବିତ୍ର ମାସ ବିବେଚନା କରି ମାସ ବ୍ୟାପି ଦିନ ତମାମ ଉପବାସ କରିଥାନ୍ତି। […]

Continue Reading