ଭୁବନେଶ୍ୱର ବମିଖାଲ ଅଞ୍ଚଳରୁ ଆଉ ୩ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର ବମିଖାଲ ଅଞ୍ଚଳରୁ ଆଉ ୩ କରୋନା ପଜିଟିଭ ଚିହ୍ନଟ

#ଆଉ_୩_କରୋନା_ପଜିଟିଭ_ଚିହ୍ନଟ             ଭୁବନେଶ୍ୱର : ଓଡ଼ିଶାରେ ଆଉ ୩ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ୩ ଆକ୍ରାନ୍ତ ଭୁବନେଶ୍ୱରର ବମିଖାଲ ଅଞ୍ଚଳର ବୋଲି ଜଣାପଡ଼ିଛି । ଏହି ୩ ଜଣ ତିନି ଭାଇ ଓ ଏମାନେ ବମିଖାଲରେ ଥିବା ଏକ ଫ୍ଲାଟ ରେ ରହୁ ଥିଲେ । ସେମାନଙ୍କ ଟ୍ରାଭେଲ ହିଷ୍ଟ୍ରିରୁ ଜଣା ପଡିଛି। ହେଲେ ସେମାନେ ନିଜାମୁଦ୍ଦିନ ତବଲିଗରେ ଯୋଗ ଦେବାକୁ ଯାଇଥିଲେକି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ଗତକାଲିର ପରୀକ୍ଷଣ […]

Continue Reading