ସଟଡାଉନ୍ ସମୟରେ ଭୁବନେଶ୍ବର ଓ କଟକବାସୀ ଘରୁ ବାହାରିଲେ ରୁଜୁ ହେବ ମାମଲା

ଆଉ ଲାଗିବନି ଟ୍ରାଫିକ୍ ଜାମ

#ଆଉ_ଲାଗିବନି_ଟ୍ରାଫିକ୍_ଜାମ  ଭୁବନେଶ୍ୱର  : ଭୁବନେଶ୍ୱରରେ ଟ୍ରାଫିକ୍ ଜାମ୍ ଯୋଗୁ ଜଣେ ଶିଶୁର ଜୀବନ ଯାଇଥିବା ଅଭିଯୋଗହୋଇଥିଲା। ଯାହାକୁ ନେଇ ଆରମ୍ଭ ହୋଇଥିଲା ବାକ୍ ଯୁଦ୍ଧ। ଟ୍ରାଫିକ୍ ସମସ୍ୟାକୁ ନେଇ ଲୋକେ କମିଶନରେଟ୍ ପୁଲିସର ଦାୟୀତ୍ୱହୀନତାକୁ ଦାୟୀ କରିଥିଲେ। ହେଲେ କମିଶନର ଟ୍ରାଫିକ୍ ବ୍ୟବସ୍ଥା ସୁଧାରିବା ପରିବର୍ତ୍ତେ ସମୟକୁ ନେଇ ଗଣମାଧ୍ୟମକୁ ‘ଜ୍ଞାନୀ’ ଓ ‘ଦାୟିତ୍ୱବାନ’ ହେବାକୁ ପରାମର୍ଶ ଦେଇଥିଲେ। ମାତ୍ର ଏପରି ଘଟଣା ଭବିଷ୍ୟତରେ ଯେମିତି ନଘଟିବା, ସେଥିପାଇଁ ପୁଲିସ ସତର୍କ ହେଲା ପରି ଲାଗୁନଥିଲା। କିନ୍ତୁ […]

Continue Reading