#ଆଉ_କିଛି_ମାସ_କରୋନା_ଭୂତାଣୁର_ପ୍ରଭାବ_ରହିବ 

ଆଉ କିଛି ମାସ କରୋନା ଭୂତାଣୁର ପ୍ରଭାବ ରହିବ,ମାସ୍କ ଆମ ଜୀବନର ଏକ ଅଭିନ୍ନ ଅଙ୍ଗ ହେବ

#ଆଉ_କିଛି_ମାସ_କରୋନା_ଭୂତାଣୁର_ପ୍ରଭାବ_ରହିବ         ନୂଆଦିଲ୍ଲୀ  :  ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସ ଜରିଆରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ କୋଭିଡ-୧୯ ମହାମାରୀର ଭବିଷ୍ୟତ କାର୍ଯ୍ୟ ପନ୍ଥା ନେଇ ଆଲୋଚନା କରିଛନ୍ତି । ଏହା ହେଉଛି ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କର ଚତୁର୍ଥ ମତବିନିମୟ । ପୂର୍ବରୁ ମାର୍ଚ୍ଚ ୨୦, ଏପ୍ରିଲ ୨ ଓ ଏପ୍ରିଲ ୧୧ ତାରିଖ ଦିନ ସେ ଏହିପରି ମତବିନିମୟ କରିଥିଲେ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଲକଡାଉନର ସୁଫଳ ଆମକୁ ମିଳିଛି ଓ ଏଥିଯୋଗୁ ଗତ […]

Continue Reading