ଆଉ ଏକ ରହସ୍ୟମୟ ଭାଇରସ୍‌ ୟାରା !

#ଆଉ_ଏକ_ରହସ୍ୟମୟ_ଭାଇରସ_ୟାରା  ନୂଆଦିଲ୍ଲୀ: ଚୀନ୍‌ରେ ମାରାତ୍ମକ କରୋନାଭାଇରସ୍‌ ସଂକ୍ରମଣରେ ମୃତ୍ୟୁ ସଂଖ୍ୟା ଦିନକୁଦିନ ବୃଦ୍ଧି ପାଇବାରେ ଲାଗିଛି। ପ୍ରଶାସନ ଏହାକୁ ଆୟତ୍ତକୁ ଆଣିବା ପାଇଁ ଚେଷ୍ଟା ଜାରି ରଖିଛି କିନ୍ତୁ ରୋକିବାରେ ବିଫଳ ହୋଇଛି।  କରୋନାଭାଇରସ୍‌ର ଭୟ ଲୋକଙ୍କ ମନରେ ଥିବା ବେଳେ ଏବେ ଆଉ ଏକ ରହସ୍ୟମୟ ଭାଇରସ୍‌ ପ୍ରଥମ ଥର ସାମ୍ନାକୁ ଆସିଥିବା ବୈଜ୍ଞାନିକମାନେ କହିଛନ୍ତି। ଏହି ଭାଇରସ୍‌ର ନାମ ୟାରା ଭାଇରସ୍ ( Yaravirus) ରଖାଯାଇଛି ।ବ୍ରାଜିଲର ବୈଜ୍ଞାନିକମାନେ ଏହି ଭାଇରସ୍‌କୁ ଆବିଷ୍କାର କରି […]

Continue Reading