କରୋନା: ଆଇସୋଲେସନ୍ ରେ ବସୁନ୍ଧରା ରାଜେ ଓ ପୁଅ ଦୁଶ୍ୟନ୍ତ

କରୋନା: ଆଇସୋଲେସନ୍ ରେ  ବସୁନ୍ଧରା ରାଜେ ଓ ପୁଅ ଦୁଶ୍ୟନ୍ତ

#ଆଇସୋଲେସନ୍_ରେ_ବସୁନ୍ଧରା_ରାଜେ_ଓ_ପୁଅ_ଦୁଶ୍ୟନ୍ତ   ନୂଆଦିଲ୍ଲୀ  :  ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟି (ବିଜେପି) ନେତ୍ରୀ ବସୁନ୍ଧରା ରାଜେ ଏବଂ ତାଙ୍କ ପୁଅ ତଥା ଲୋକସଭା ସଦସ୍ୟ ଦୁଶ୍ୟନ୍ତ ସିଂ  କୋଭିଡ୍ -୧୯ ସେଲଫ୍ ଆଇସୋଲେସନ୍ ରେ ରହିଛନ୍ତି । କରୋନା ଭାଇରସ ସଂକ୍ରମିତ ବଲିଉଡ୍ ଗାୟିକା କନିକା କପୁରଙ୍କ ପାର୍ଟିରେ ଯୋଗଦେବା ପରେ ନିଜକୁ ଆଇସୋଲେସନ୍ ରେ ରଖିଛନ୍ତି । ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଦିନ ବସୁନ୍ଧରା ରାଜେ ଟ୍ୱିଟ୍ କରି କହିଛନ୍ତି ଯେ କିଛି […]

Continue Reading