ଅରଗଳ ଗ୍ରାମରେ ଦଳିତଙ୍କୁ ମିଳୁନି ପ୍ରଧାନମନ୍ତ୍ରୀ ଆବାସ ଯୋଜନା

ଅରଗଳ ଗ୍ରାମରେ ଦଳିତଙ୍କୁ ମିଳୁନି ପ୍ରଧାନମନ୍ତ୍ରୀ ଆବାସ ଯୋଜନା

#ଅରଗଳ_ରାମରେ_ଦଳିତଙ୍କୁ_ମିଳୁନି_ପ୍ରଧାନମନ୍ତ୍ରୀ_ଆବାସ_ଯୋଜନା    କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ ଅନ୍ତର୍ଗତ ଅରଗଳ ଗ୍ରାମରେ ବସବାସ କରୁଥିବା ଦଳିତ ପରିବାରଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନ୍ତର୍ଗତ ଗୃହ ନିର୍ମାଣ ତାଲିକାରେ ସାମିଲ୍ କରାଯାଇନଥିବା ଜିଲ୍ଲାପାଳଙ୍କୁ ଅଭିଯୋଗ କରାଯାଇଛି । ଗୁରୁବାର ଏହି ଗ୍ରାମର ଶତାଧିକ ଲୋକ ଜିଲ୍ଲାପାଳଙ୍କୁ ଭେଟି ଦୀର୍ଘ ବର୍ଷ ହେଲା ସେମାନେ ସେହି ସ୍ଥାନରେ ରହି ମୁଲ ମଜୁରୀ କାମ କରୁଛନ୍ତି । ମାଟିକାନ୍ଥ ଓ ଚାଳ ଘରେ ନିଜ ପିଲାଛୁଆଙ୍କୁ ଧରି ଜୀବନ ବିତାଉଛନ୍ତି […]

Continue Reading