ଅବୈଧ ସଂପର୍କ ରଖିଥିଲେ ଅନୁପ, ଜାମିନ ନାମଞ୍ଜୁର ପରେ ଜେଲ ଗଲେ

 #ଅବୈଧ_ସଂପର୍କ_ରଖିଥିଲେ_ଅନୁପ_ଜାମିନ_ନାମଞ୍ଜୁର_ପରେ_ଜେଲ_ଗଲେ  ଝାରସୁଗୁଡ଼ା: ଛତିଶଗଡ଼ର ରାୟଗଡ଼ସ୍ଥିତ ଜେଏମ୍‌ଏଫ୍‌ସି କୋର୍ଟରେ ଜାମିନ ନାମାଞ୍ଜୁର ହେବା ପରେ ପୂର୍ବତନ ବିଧାୟକ ଅନୁପ ସାଏ ଜେଲ ଯାଇଛନ୍ତି। ରାୟଗଡ଼ ଜିଲ୍ଲା ଚକ୍ରଧରନଗର ଥାନା ଅନ୍ତର୍ଗତ ସମ୍ବଲପୁରୀ ବଙ୍ଗୁରସିଆ ଠାରେ ଘଟିଥିବା ଡବଲ ମର୍ଡର ଘଟଣାରେ ପୁଲିସ ବ୍ରଜରାଜନଗର ପୂର୍ବ ବିଧାୟକ ଅନୁପ ସାଏଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବରେ ଆଜି ରାୟଗଡ଼ ଜେଏମଏଫସି ଦିଗ ବିଜୟ ସିଂଙ୍କ କୋର୍ଟରେ ହାଜର କରିଥିଲା। ଅଭିଯୁକ୍ତଙ୍କ ପକ୍ଷରୁ ଜାମିନ ଆବେଦନକୁ କୋର୍ଟ ନାକଚ କରିଥିଲେ। କୋର୍ଟ ମାମଲାର […]

Continue Reading