ଯାଜପୁରରେ ଅବସରପ୍ରାପ୍ତ ଡାକ୍ତରମାନେ ରୋଗୀମାନଙ୍କ ସେବାପାଇଁ ଜିଲ୍ଲାପାଳଙ୍କ ଅନୁରୋଧ

ଯାଜପୁରରେ ଅବସରପ୍ରାପ୍ତ ଡାକ୍ତରମାନେ ରୋଗୀମାନଙ୍କ ସେବାପାଇଁ ଜିଲ୍ଲାପାଳଙ୍କ ଅନୁରୋଧ

#ଅବସରପ୍ରାପ୍ତ_ଡାକ୍ତରମାନେ_ରୋଗୀମାନଙ୍କ_ସେବାପାଇଁ_ଜିଲ୍ଲାପାଳଙ୍କ_ଅନୁରୋଧ          ଯାଜପୁର  : (ବିଶ୍ବଜିତ ରଣା) ଡାକ୍ତରମାନଙ୍କୁ ୨ୟ ଇଶ୍ୱର ବୋଲି ବିବେଚନା କରାଯାଏ । ସେମାନେ ସେବା ଓ ଚିକିତ୍ସା ଦ୍ୱାରା ମରଣମୁଖୀ ରୋଗୀଟିକୁ ନୂଆ ଜୀବନ ଦେଇଥାନ୍ତି । ବର୍ତ୍ତମାନ କରୋନା ସମୟରେ ମଧ୍ୟ ଅବସରପ୍ରାପ୍ତ ଡାକ୍ତରମାନେ ଅନୁରୂପ ସେବା ଯୋଗାଇ ଦେବାପାଇଁ ଜିଲ୍ଲାପାଳ ରଂଜନ କୁମାର ଦାସ ଆହ୍ୱାନ ଦେଇଛନ୍ତି । ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ କରୋନା ମୁକାବିଲା ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାପାଳ ଶ୍ରୀ […]

Continue Reading