ଅବରୋଧ ଅଞ୍ଚଳରେ ବାରମ୍ବାର ହେବ ପରୀକ୍ଷଣ

ଅବରୋଧ ଅଞ୍ଚଳରେ ବାରମ୍ବାର ହେବ ପରୀକ୍ଷଣ

#ଅବରୋଧ_ଅଞ୍ଚଳରେ_ବାରମ୍ବାର_ହେବ_ପରୀକ୍ଷଣ             ଭୁବନେଶ୍ୱର   :  ଯେଉଁ ଅଞ୍ଚଳକୁ ଅବରୋଧ ଅଂଚଳ ଘୋଷଣା ହୋଇଛି ସେଠାରେ ଲୋକଙ୍କ ନମୂନା ବାରମ୍ବାର ପରୀକ୍ଷା ହେବ । ଲକ୍ଷଣ ନଥିଲେ ବି ପରୀକ୍ଷଣ ପାଇଁ ପ୍ରସ୍ତୁତ ରୁହନ୍ତୁ । ତାହା କଲେ ଆପଣ ଓ ଆପଣଙ୍କ ପରିବାର ସୁରକ୍ଷିତ ରହିପାରିବେ ବୋଲି ଏନଏଚଏମ୍ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ୍ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଦେଶର ଅନ୍ୟ ରାଜ୍ୟ ମାନଙ୍କ ଅପେକ୍ଷା କରୋନା କ୍ଷେତ୍ରରେ […]

Continue Reading