ଅବକାରୀ ଅଧିକାରୀ ଙ୍କୁ ତାଗିଦ କଲେ ଜିଲ୍ଲାପାଳ

ଅବକାରୀ ଅଧିକାରୀ ଙ୍କୁ ତାଗିଦ କଲେ ଜିଲ୍ଲାପାଳ

 #ଅବକାରୀ_ଅଧିକାରୀଙ୍କୁ_ତାଗିଦ_କଲେ_ଜିଲ୍ଲାପାଳ             ରାୟଗଡା : ରାୟଗଡା ରେ କରୋନା ପରି ଭୟଙ୍କର ପରିସ୍ଥିତିରେ ପୁରା ଜିଲ୍ଲା ବନ୍ଦ ଥିବା ଓ ଏହି ବନ୍ଦ କୁ ସଫଳ କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରାଣ ପଣେ ଉଦ୍ୟମ କରିଆସୁଥିବା ବେଳେ ରାୟଗଡା ଜିଲ୍ଲା ଅବକାରୀ ବିଭାଗ ଘରେ ବସି ରହିଛିକି ବୋଲି ଚର୍ଚ୍ଚା ଜୋର ଧରିଛି। ରାୟଗଡ଼ା ଜିଲ୍ଲା ରେ ଏଭଳି ସଙ୍କଟ ପୂର୍ଣ୍ଣପରିସ୍ଥିତି ରେ ଅବକାରୀ ବିଭାଗର କଣ କିଛି ଦାୟୀତ୍ୱ ନାହିଁ। ସାରା ଜିଲ୍ଲାର […]

Continue Reading