ଲକ୍ ଡାଉନ୍ ସମୟରେ ସୁବିଧାରେ କୃଷିଜାତ ସାମଗ୍ରୀର ପରିବହନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଅନ୍ୟ ରାଜ୍ୟରେ ଫସିଥିବା ଓଡିଆଙ୍କୁ ସାହାଯ୍ୟ କରିବାକୁ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ

#ଅନ୍ୟ_ରାଜ୍ୟରେ_ଫସିଥିବା_ଓଡିଆଙ୍କୁ_ସାହାଯ୍ୟ_କରିବାକୁ_ଅନୁରୋଧ_କଲେ_ମୁଖ୍ୟମନ୍ତ୍ରୀ      ଭୁବନେଶ୍ୱର   :  କରୋନା ସମୟରେ ରାଜ୍ୟ ବାହାରେ ଫସିଥିବା ଓଡ଼ିଆମାନଙ୍କୁ ସହାୟତା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଟ୍ଟନାୟକ ଅନୁରୋଧ କରିଛନ୍ତି । ଶନିବାର ଦିନ ଏକ ଭିଡିଓ ଜାରି କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବିଭିନ୍ନ ରାଜ୍ୟରେ ରହୁଥିବା ଓଡିଆ ସଂଗଠନ ମାନେ ସେଠାରେ ଫସି ରହିଥିବା ଓଡ଼ିଆଙ୍କୁ ଖାଦ୍ୟ, ଔଷଧ ଯୋଗାଇ ଦିଅନ୍ତୁ । ସେ ବାବଦରେ ହୋଇଥିବା ଖର୍ଚ୍ଚ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଭରଣା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଉକ୍ତ ଭିଡିଓ […]

Continue Reading