ପଞ୍ଚାୟତ ସ୍ତରରୁ ଅନଲାଇନ୍ ଯୋଗେ ସରକାରଙ୍କ ନିକଟରେ ପହଞ୍ଚିବ ଚାଷୀଙ୍କ ସମସ୍ୟା

ପଞ୍ଚାୟତ ସ୍ତରରୁ ଅନଲାଇନ୍ ଯୋଗେ ସରକାରଙ୍କ ନିକଟରେ ପହଞ୍ଚିବ ଚାଷୀଙ୍କ ସମସ୍ୟା

#ଅନଲାଇନ୍_ଯୋଗେ_ସରକାରଙ୍କ_ନିକଟରେ_ପହଞ୍ଚିବ_ଚାଷୀଙ୍କ-ସମସ୍ୟା     କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଅପରାହ୍ନରେ ଆମô୍ାର ଏକ ପରିଚାଳନା ବୈଠକରେ ବିଗତ ୨୦୧୮-୧୯ ଏବଂ ୨୦୧୯-୨୦ ଦୁଇ ଆର୍ଥିକ ବର୍ଷର ଆୟ ବ୍ୟୟ ସମୀକ୍ଷା କରାଯାଇଥିଲା । ଏଥିରେ ଆମô୍ାର ଡି.ପି.ଡି ସେକ୍ ଏହେସାନ୍ ଏବଂ ଆମô୍ାର ପି.ଡି ଅଶୋକ କୁମାର ମହାଶ୍ୱାର ପ୍ରମୁଖ ଉପସ୍ଥିତ ଥାଇ ସମୀକ୍ଷା ବୈଠକରେ ଆଲୋଚନା କରିଥିଲେ । ଏଥିସହିତ ପ୍ରତି ସୋମବାର ପଂଚାୟତ ସ୍ତରୀୟ କୃଷି ସମସ୍ୟାର ସମାଧାନ […]

Continue Reading